ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର,କଳମଛୁଇଁ ଆପଣମାନଙ୍କୁ ସ୍ୱାଗତ କରୁଛି । କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ୨୦୨୩-୨୪ ବାର୍ଷିକ ପରୀକ୍ଷା ଚଳିତ ମାର୍ଚ୍ଚ ମାସ ୧୧ ତାରିଖରୁ ଆରମ୍ଭ ହେଉଛି । (ତା-୨୮/୦୨/୨୦୨୪)- କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି । (ତା-୨୩/୦୨/୨୦୨୪)-ଆର୍ଯ୍ୟସମାଜର ବରିଷ୍ଠ ପ୍ରଚାରକ ପରମ ପୂଜ୍ୟ ସନ୍ଥ ସ୍ୱାମୀ ସୁଧାନନ୍ଦ ସରସ୍ୱତୀ ମହାରାଜ କଳମଛୁଇଁ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିଦର୍ଶନ କରିଛନ୍ତି । ଦୁଇଦିନିଆ ତାଳଚେର ଗ୍ରସ୍ତରେ […]